ସଂକ୍ଷିପ୍ତ ସୂଚନା
- ଆଡଭାଣ୍ଟେଜ୍® ଡିଏସ୍ ବିହନ ବିଶୋଧକ କୃଷକ ମାନଙ୍କୁ କୀଟନାଶକ ସ୍ପ୍ରେ ଉପରେ ଅଧିକ ସଞ୍ଚୟ କରିବାରେ ସାହାଯ୍ୟ କରିଥାଏ
- ଏହା କପା ଫସଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୁସି ଖାଉଥିବା କୀଟ ଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ
- ଆଡଭାଣ୍ଟେଜ୍® ଡିଏସ୍ ବିହନ ବିଶୋଧକ ମଧ୍ୟ ବିହନ କୁ ସମାନ ଭାବରେ ଓ ପ୍ରାରମ୍ଭିକ ଅବସ୍ଥାରେ ଅଙ୍କୁରିତ ହେବାରେ ସାହାଯ୍ୟ କରିଥାଏ
ସହାୟକ ଡକୁମେଣ୍ଟ
ଦେଖନ୍ତୁ
ଉତ୍ପାଦର ସଂକ୍ଷିପ୍ତ ବିବରଣୀ
ଭବିଷ୍ୟତର ରୋଗ ଓ କୀଟ ଗୁଡ଼ିକରୁ ସୁରକ୍ଷା ପ୍ରଦାନ କରିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ। ଆମର କୀଟନାଶକ ଆଡଭାଣ୍ଟେଜ୍ ® ଡିଏସ୍ ବିହନ ବିଶୋଧକ ହେଉଛି ଏକ କପା ବିହନ ବିଶୋଧକ ପ୍ରସ୍ତୁତି ଯାହାକି ଏକ ବିସ୍ତୃତ ପରିସରରେ ଓ ସମ୍ପର୍କ ମାଧ୍ୟମରେ ବ୍ୟବହାର କରାଯାଉଥିବା କୀଟନାଶକ। ଆଡଭାଣ୍ଟେଜ୍® ବିହନ ବିଶୋଧକ ହେଉଛି ଏକ ସୂକ୍ଷ୍ମ ପାଉଡର୍ ପ୍ରସ୍ତୁତି ଯାହାକି ଉତ୍ତମ ମଞ୍ଜି ଆବରଣ ହେବାରେ କିମ୍ବା ଉପଚାରରେ ମଧ୍ୟ ସାହାଯ୍ୟ କରିଥାଏ।
ଲେବଲ୍ ଏବଂ ଏସ୍ଡିଏସ୍
ଫସଲ

କପା
କପା ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଜାସିଡ୍
- ଆଫିଡ୍
- ଥ୍ରୀପ୍ସ (ଏକ ପ୍ରକାରର ପୋକ)
ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।
ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।
ସଂପୂର୍ଣ୍ଣ ଫସଲ ତାଲିକା
- କପା