ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଲେବଲ୍ ଅନୁସାରେ ଉତ୍ପାଦ ଦେଖନ୍ତୁ

ଉତ୍ପାଦର ନାମ କିମ୍ବା ବ୍ରାଣ୍ଡ ଅନୁସାରେ ଖୋଜନ୍ତୁ

ଉତ୍ପାଦର ଶ୍ରେଣୀ

ଆପଣଙ୍କର ଫସଲର ସୁରକ୍ଷା ଓ ପୋଷଣ ଆବଶ୍ୟକତା ପାଇଁ ସଠିକ୍ ସମାଧାନ ଖୋଜନ୍ତୁ।

ଏଫଏମସି ର କୀଟନାଶକର ଶକ୍ତିଶାଳୀ ଶ୍ରେଣୀ ଉଚ୍ଚ ସ୍ତରୀୟ କୀଟନାଶକ ନିୟନ୍ତ୍ରଣ ପ୍ରଦାନ କରିଥାଏ।

କୀଟନାଶକ

କୀଟନାଶକ କ୍ଷେତ୍ରରେ ଅନେକ ପ୍ରକାରର ଉତ୍ପାଦ ଜରିଆରେ କୃଷକମାନଙ୍କୁ ଏଫଏମସି ଅଭିନବ ସମାଧାନ ପ୍ରଦାନ କରିଥାଏ ଯେଉଁଥିରେ ନୂତନ ଟେକ୍ନୋଲୋଜି ଉପରେ ଆଧାରିତ କେତେକ ପ୍ରମୁଖ କୀଟନାଶକ ଉତ୍ପାଦ ଯଥା ରିନୋକ୍ସିପିଅର® ଏବଂ ଜିଜପର୍‍® ଆକ୍ଟିଭ୍ ଅନ୍ତର୍ଭୁକ୍ତ। ସର୍ବୋତ୍ତମ ନିୟନ୍ତ୍ରଣ ପାଇଁ ଅଭିନବ ରାସାୟନିକ ବୈଶିଷ୍ଟ୍ୟ ସହିତ ପ୍ରସ୍ତୁତ ଆମର କୀଟନାଶକ ଉତ୍ପାଦଗୁଡ଼ିକ ଉପରେ ନଜର ପକାନ୍ତୁ।

ଏଫଏମସି ତୃଣନାଶକ ଆପଣଙ୍କୁ ସବୁଠାରୁ କଠିନ, ସବୁଠାରୁ ଅଧିକ ପ୍ରତିରୋଧୀ ଘାସ ବାଳୁଙ୍ଗା କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ତୃଣନାଶକ

ଆମ ପାଖରେ ଥିବା ବିଭିନ୍ନ ପ୍ରକାରର ତୃଣନାଶକ ରହିଛି ଯାହା ଘାସ ଉଠିବା ପୂର୍ବରୁ ଏବଂ ଘାସ ଉଠିବା ପର ଅବସ୍ଥାରେ ବାଳୁଙ୍ଗା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ସମାଧାନ ଯୋଗାଇଥାଏ, ଏହା ବିଭିନ୍ନ ପ୍ରକାରର ଫସଲରେ ହେଉଥିବା ଅନେକ ଧରଣର ଚ‍ଉଡା ପତ୍ର, ଘାସ ଏବଂ ସେଜ୍‍ ପରି ସବୁଠାରୁ ଅଧିକ ପ୍ରତିରୋଧୀ ଓ ନଷ୍ଟ କରିବାକୁ କଷ୍ଟ ହେଉଥିବା ବାଳୁଙ୍ଗାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

କବକନାଶକ

କବକନାଶକ

ଏଫଏମସି ର କବକନାଶକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରୋଗ ଯେପରିକି ଧାନ କ୍ଷେତ୍ରରେ ଶୀଟ୍ ବ୍ଲାଇଟ୍ ଏବଂ ଫଳ ଏବଂ ପନିପରିବା କ୍ଷେତ୍ରରେ ଉମାଇସିଟ୍ସ ଓ ଆସ୍କୋମାଇସିଟ୍ସ, ପାଇଁ ଅଧିକ ପ୍ରଭାବଶାଳୀ ଉପାଦାନ ଯୋଗାଇଥାଏ. ଆମେ ଏପରି ଉତ୍ପାଦ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଉ ଯାହା ଆମର ଗ୍ରାହକ ତଥା କୃଷକ ସଂପ୍ରଦାୟ ଗୁଡ଼ିକୁ ନୂତନ ଏବଂ ସ୍ଥାୟୀ ସମାଧାନ କରିପାରିବ।

ସନ୍ତୁଷ୍ଟିପୂର୍ଣ୍ଣ ବିକାଶ ଓ ଗୁଣବତ୍ତା ଫସଲ ଅମଳ ପାଇଁ ଡାଳିମ୍ବ ରେ ଫସଲ ଖାଦ୍ୟ ସାର ଦିଆଯିବା ଆବଶ୍ୟକ।

ଫସଲ ପୋଷଣ

ସନ୍ତୋଷଜନକ ଅଭିବୃଦ୍ଧି ଏବଂ ଗୁଣାତ୍ମକ ଅମଳ ପାଇଁ ଶସ୍ୟ ପୋଷକ ତତ୍ତ୍ଵ ଆବଶ୍ୟକ କରିଥାଏ. ପ୍ରତ୍ୟେକ ପୋଷକ ତତ୍ତ୍ୱ ର ସର୍ବୋତ୍ତମ ସନ୍ତୁଳନ ଦ୍ୱାରା ହିଁ ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା (ଆଇଏନଏମ) କରିହୁଏ. ଏଫଏମସି ଫସଲ ପୋଷକ ତତ୍ତ୍ୱ ଶ୍ରେଣୀରେ ସୂକ୍ଷ୍ମ ପୋଷକ ତତ୍ତ୍ୱ ଏବଂ ଉଦ୍ଭିଦ ଅଭିବୃଦ୍ଧି ନିୟାମକ ଗୁଡିକ ଗୁରୁତ୍ୱପୂର୍ଣ୍ଣ ହୋ‍ଇଥାଏ, ଯାହା କୃଷକମାନଙ୍କୁ ପ୍ରଚୁର ଅମଳ ପାଇବା ପାଇଁ ସର୍ବୋତ୍ତମ ଉପାୟ ଯୋଗାଇବାରେ ସାହାଯ୍ୟ କରିଥାଏ।

ଉନ୍ନତ ଫସଲ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ବଜାୟ ରଖିବା ମହତ୍ତ୍ଵପୂର୍ଣ୍ଣ ଅଟେ।

ବାୟୋ ସଲ୍ୟୁସନ୍ସ

ଫସଲ ଉତ୍ପାଦନରେ ଆସୁଥିବା ଆହ୍ୱାନଗୁଡିକର ସମାଧାନ କରିବା ପାଇଁ ବାୟୋ ସଲ୍ୟୁସନ୍ସ ମୁଖ୍ୟ ହୋ‍ଇଥାଏ. ପ୍ରାକୃତିକ ଅର୍କ, ଏସିଡ୍ ଆଧାରିତ ବାୟୋ-ଷ୍ଟିମୁଲାଣ୍ଟ, ମାଇକ୍ରୋବିଆଲ ଷ୍ଟ୍ରେନ୍‍, ବ୍ୟାକ୍ଟେରିଆ, କବକ ଇତ୍ୟାଦି ହେଉଛି ଏଫଏମସିରେ ବାୟୋ ସଲ୍ୟୁସନ୍ସ ର ଭବିଷ୍ୟତ. ବାୟୋ-ସଲ୍ୟୁସନ୍ସ ର ଏକ ବିସ୍ତୃତ ପରିସର ଆମକୁ ଆଗାମୀ ସମୟରେ ଏକ ଅଗ୍ରଣୀ ସ୍ଥାନ ପାଇବାରେ ସାହାଯ୍ୟ କରିବ।

ଏଫଏମସି ର ଆଡଭାଣ୍ଟେଜ୍ ଡିଏସ କପା ରେ ଶୀଘ୍ର ଚୁସି ଖାଉଥିବା କୀଟ ଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବିହନ ବିଶୋଧକ

ସୁସ୍ଥ ବିହନରୁ ହିଁ ଆରମ୍ଭ ହୁଏ ଏକ ସମୃଦ୍ଧ ଫସଲର ଋତୁ. ବିହନ ବିଶୋଧକ ହିଁ ରୋଗପୋକ ସଂକ୍ରମଣକୁ ପ୍ରାରମ୍ଭିକ ଅବସ୍ଥାରେ ପ୍ରତିରୋଧ କରିଥାଏ।