ସଂକ୍ଷିପ୍ତ ସୂଚନା
- ବ୍ୟାପକ ଭାବରେ ବ୍ୟବହୃତ କୀଟନାଶକ ଯାହା ବିଭିନ୍ନ ଫସଲରେ ଚୁସି ଚୋବେଇ ଖାଉଥିବା ପୋକ ଉପରେ ପ୍ରଭାବୀ ନିୟନ୍ତ୍ରଣ ଦେଇଥାଏ
- ମାର୍ଶଲ ® କୀଟନାଶକ ଦୁଇ ଥର ସମ୍ପର୍କ ରେ ଆସିବା ଏବଂ କୀଟ ର ପେଟ କୁ ଯାଇ ବିଷ ପରି କାର୍ଯ୍ୟ କରିବା ଦ୍ୱାରା ପ୍ରଭାବୀ ଭାବରେ କୀଟ ନିୟନ୍ତ୍ରଣ ପ୍ରଦାନ କରିଥାଏ
- ମାର୍ଶଲ® କୀଟନାଶକ କୀଟ ପ୍ରତିରୋଧ ପ୍ରବନ୍ଧନ ପାଇଁ ସ୍ପ୍ରେ କାର୍ଯ୍ୟକ୍ରମରେ ରୋଟେସନାଲ ଭାଗୀଦାର ଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଭାବରେ କାର୍ଯ୍ୟ କରିଥାଏ
ସହାୟକ ଡକୁମେଣ୍ଟ
ଦେଖନ୍ତୁ
ଉତ୍ପାଦର ସଂକ୍ଷିପ୍ତ ବିବରଣୀ
ମାର୍ଶଲ® କୀଟନାଶକ, ଅନେକ ଦଶନ୍ଧିରୁ କୃଷକମାନଙ୍କ ମଧ୍ୟରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ ଭାବେ କାର୍ଯ୍ୟ କରିଆସିଛି ଓ କପା, ଧାନ ଓ ପନିପରିବା ରେ ଚୁସି ଚୋବେଇ ଖାଉଥିବା କୀଟ ଉପରେ ବ୍ୟାପକ ଭାବରେ ନିୟନ୍ତ୍ରଣ ପ୍ରଦାନ କରିବା ପାଇଁ ପ୍ରଭାବୀ ହୋଇଥାଏ। ଏହାର ସ୍ୱତନ୍ତ୍ର କାର୍ଯ୍ୟ ପଦ୍ଧତି ମାର୍ଶଲ® କୀଟନାଶକ କୁ ବିଶେଷ କରି ପନିପରିବା ସ୍ପ୍ରେ କାର୍ଯ୍ୟକ୍ରମରେ ଏକ ଭଲ ରୋଟେସନାଲ ଭାଗୀଦାର ବନାଇଥାଏ ଓ କୀଟ ପ୍ରତିରୋଧ ସମସ୍ୟାକୁ ପରିଚାଳନା କରିଥାଏ।
ଫସଲ

ଧାନ
ଧାନ ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ସବୁଜ ପତ୍ର ଝିଣ୍ଟିକା (ଗ୍ରୀନ୍ ଲିଫ୍ ହପର୍)
- ଧଳା ଝିଣ୍ଟିକା (ହ୍ଵାଇଟ୍ ବ୍ୟାକ୍ ପ୍ଲାଣ୍ଟ ହପର୍)
- ଧାନ ଗଛ ର ଝିଣ୍ଟିକା (ବ୍ରାଉନ୍ ପ୍ଲାଣ୍ଟ ହପର୍)
- ଗଲ୍ ମିଜ୍ (ଏକ ପ୍ରକାରର ପୋକ)
- କାଣ୍ଡ ବିନ୍ଧା ପୋକ (ଷ୍ଟେମ୍ ବୋରର୍)
- ପତ୍ର ମୋଡ଼ା (ଲିଫ୍ ଫୋଲ୍ଡର୍)

କପା
କପା ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଆଫିଡ୍
- ଥ୍ରୀପ୍ସ (ଏକ ପ୍ରକାରର ପୋକ)

ବାଇଗଣ
ବାଇଗଣ ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଚକଡ଼ା ପୋକ (ଶୁଟ୍)
- ଫଳ ବିନ୍ଧା ପୋକ

ଲଙ୍କା
ଲଙ୍କା ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଧଳା ଜଉ ପୋକ

ଜୀରା
ଜୀରା ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଆଫିଡ୍
- ଥ୍ରୀପ୍ସ (ଏକ ପ୍ରକାରର ପୋକ)
ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।
ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।
ସଂପୂର୍ଣ୍ଣ ଫସଲ ତାଲିକା
- ଧାନ
- କପା
- ବାଇଗଣ
- ଲଙ୍କା
- ଜୀରା