ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
2001
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ମାର୍ଶଲ® କୀଟନାଶକ

ମାର୍ଶଲ® କୀଟନାଶକ ଏକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା କୀଟନାଶକ ଯାହାକି କୀଟ ସହିତ ଦୁଇ ଥର ସମ୍ପର୍କ ରେ ଆସିବା ଏବଂ କୀଟ ର ପେଟ କୁ ଯାଇ ବିଷ ପରି କାର୍ଯ୍ୟ କରିବା ଦ୍ୱାରା ବିଭିନ୍ନ ଚୁସି ଚୋବେଇ ଖାଉଥିବା କୀଟ ଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରିତ କରିଥାଏ।

ସଂକ୍ଷିପ୍ତ ସୂଚନା

  • ବ୍ୟାପକ ଭାବରେ ବ୍ୟବହୃତ କୀଟନାଶକ ଯାହା ବିଭିନ୍ନ ଫସଲରେ ଚୁସି ଚୋବେଇ ଖାଉଥିବା ପୋକ ଉପରେ ପ୍ରଭାବୀ ନିୟନ୍ତ୍ରଣ ଦେଇଥାଏ
  • ମାର୍ଶଲ ® କୀଟନାଶକ ଦୁଇ ଥର ସମ୍ପର୍କ ରେ ଆସିବା ଏବଂ କୀଟ ର ପେଟ କୁ ଯାଇ ବିଷ ପରି କାର୍ଯ୍ୟ କରିବା ଦ୍ୱାରା ପ୍ରଭାବୀ ଭାବରେ କୀଟ ନିୟନ୍ତ୍ରଣ ପ୍ରଦାନ କରିଥାଏ
  • ମାର୍ଶଲ® କୀଟନାଶକ କୀଟ ପ୍ରତିରୋଧ ପ୍ରବନ୍ଧନ ପାଇଁ ସ୍ପ୍ରେ କାର୍ଯ୍ୟକ୍ରମରେ ରୋଟେସନାଲ ଭାଗୀଦାର ଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ଭାବରେ କାର୍ଯ୍ୟ କରିଥାଏ

ସକ୍ରିୟ ଉପାଦାନ

  • କାର୍ବୋସଲଫାନ୍ 25% ଇସି

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ମାର୍ଶଲ® କୀଟନାଶକ, ଅନେକ ଦଶନ୍ଧିରୁ କୃଷକମାନଙ୍କ ମଧ୍ୟରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ ଭାବେ କାର୍ଯ୍ୟ କରିଆସିଛି ଓ କପା, ଧାନ ଓ ପନିପରିବା ରେ ଚୁସି ଚୋବେଇ ଖାଉଥିବା କୀଟ ଉପରେ ବ୍ୟାପକ ଭାବରେ ନିୟନ୍ତ୍ରଣ ପ୍ରଦାନ କରିବା ପାଇଁ ପ୍ରଭାବୀ ହୋଇଥାଏ। ଏହାର ସ୍ୱତନ୍ତ୍ର କାର୍ଯ୍ୟ ପଦ୍ଧତି ମାର୍ଶଲ® କୀଟନାଶକ କୁ ବିଶେଷ କରି ପନିପରିବା ସ୍ପ୍ରେ କାର୍ଯ୍ୟକ୍ରମରେ ଏକ ଭଲ ରୋଟେସନାଲ ଭାଗୀଦାର ବନାଇଥାଏ ଓ କୀଟ ପ୍ରତିରୋଧ ସମସ୍ୟାକୁ ପରିଚାଳନା କରିଥାଏ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • କପା
  • ବାଇଗଣ
  • ଲଙ୍କା
  • ଜୀରା