ସଂକ୍ଷିପ୍ତ ସୂଚନା
- ହପର୍ ବର୍ଣ୍ଣ ର ଅତ୍ୟନ୍ତ କମ୍ କିମ୍ବା ନଗଣ୍ୟ ଉପସ୍ଥିତି
- ଅଣ୍ଡା ଦେବା ପ୍ରତିରୋଧ କରେ ଯାହାକି କୀଟର ସଂଖ୍ୟା ବୃଦ୍ଧିକୁ ରୋକିଥାଏ
- ପ୍ରଣାଳୀଗତ ଏବଂ ସ୍ଥାନୀୟ ପ୍ରଣାଳୀଗତ କାର୍ଯ୍ୟ ନୂତନ ଅଭିବୃଦ୍ଧିକୁ ରୋକିବାରେ ସାହାଯ୍ୟ କରେ
- ବିପିଏଚ କ୍ଷେତ୍ରରେ, ଏହା ଶୀଘ୍ର କାମ କରେ ଏବଂ ଅପେକ୍ଷାକୃତ ଦୀର୍ଘ ସମୟ ପାଇଁ ନିୟନ୍ତ୍ରଣ କରେ
- ଏହା ଉପକାରୀ କୀଟ ଏବଂ ବ୍ୟବହାରକାରୀ ମାନଙ୍କ ପାଇଁ ଏହା ଅପେକ୍ଷାକୃତ ସୁରକ୍ଷିତ, ତେଣୁ ଏହା ଆଇପିଏମ ପାଇଁ ଏକ ଆଦର୍ଶ ଅଂଶୀଦାର ଭାବରେ କାର୍ଯ୍ୟ କରେ
supporting documents
ଦେଖନ୍ତୁ
ଉତ୍ପାଦର ସଂକ୍ଷିପ୍ତ ବିବରଣୀ
ଏଲଟ୍ରା® କୀଟନାଶକ ଔଷଧରେ ପାଇମେଟ୍ରୋଜିନ୍ ର ଏକ ନୂଆ ଓ ଅନନ୍ୟ ଉପାୟ ରହିଛି ଯାହା ବିପିଏଚ ବିପକ୍ଷରେ ଶକ୍ତିଶାଳୀ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଏହା ନିବାରକ ଉପାୟ ମାଧ୍ୟମରେ ତୁରନ୍ତ ଫସଲକୁ ସୁରକ୍ଷା ପ୍ରଦାନ କରିଥାଏ। ଡବ୍ଲ୍ୟୁଜି ଗୁଣ ଯୋଗୁଁ ଏହା ନିରନ୍ତର ଜୈବିକ ପ୍ରଭାବ ପ୍ରଦାନ କରିଥାଏ। ତୁରନ୍ତ ସ୍ଥାନୀୟ ପ୍ରଣାଳୀଗତ କାର୍ଯ୍ୟବିଧି ଉତ୍ତମ ଦକ୍ଷତା ପ୍ରଦର୍ଶନରେ ଓ ବର୍ଷା ରେ ମଧ୍ୟ ଧୋଇ ନ ଯିବାରେ ସାହାଯ୍ୟ କରିଥାଏ।
ଫସଲ

ଧାନ
ଧାନ ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଧାନ ଗଛ ର ଝିଣ୍ଟିକା (ବ୍ରାଉନ୍ ପ୍ଲାଣ୍ଟ ହପର୍)
ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।
ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।
ସଂପୂର୍ଣ୍ଣ ଫସଲ ତାଲିକା
- ଧାନ