ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଅଥରିଟି® ଏନଏକ୍ସଟି ତୃଣନାଶକ

ଶସ୍ୟ ବଢିବା ସମୟରେ ବାଳୁଙ୍ଗା ଅଧିକ ମାତ୍ରାରେ ବୃଦ୍ଧି ପାଇବାର ଦେଖିବାକୁ ମିଳିଥାଏ ଯାହା ଫସଲ ଅମଳ ଉପରେ ଅଧିକ ପ୍ରଭାବ ପକାଇଥାଏ ଓ କ୍ଷତି ସାଧନ କରିଥାଏ। ଅଥରିଟି ® ଏନଏକ୍ସଟି ତୃଣନାଶକ ହେଉଛି ଏକ ନୂଆ ପିଢିର ତୃଣନାଶକ ଯାହା ଘାସ ଉଠିବା ପୂର୍ବରୁ ବ୍ୟବହାର କରାଯାଏ, ଏହା ପ୍ରଥମ ଦିନରୁ ହିଁ ବାଳୁଙ୍ଗା ନିୟନ୍ତ୍ରଣରେ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥାଏ ଯାହାଫଳରେ କୃଷକମାନେ ଭଲଭାବେ କାର୍ଯ୍ୟ ଆରମ୍ଭ କରିପାରନ୍ତି ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶସ୍ୟ ଅମଳ କରିପାରନ୍ତି।

ସଂକ୍ଷିପ୍ତ ସୂଚନା

  • ଏହି ଉତ୍ପାଦ ଦୁଇ ଗୁଣ ପ୍ରଭାବ ସହିତ ସଠିକ୍ ପଦ୍ଧତି ଅନୁସାରେ କାମ କରିବା ପାଇଁ ସଲ୍ଫେନଟ୍ରାଜୋନ୍ ଓ କ୍ଲୋମାଜୋନ୍ ମିଶାଇ ତିଆରି ହୋଇଥାଏ ଯାହାକି ଆଖୁ ଓ ସୋୟାବିନ୍ ଫସଲ କ୍ଷେତ୍ରରେ ବାଳୁଙ୍ଗା ଉତ୍ପନ୍ନ ହେବା ପୂର୍ବରୁ ହିଁ ଏହା ଉପରେ ନିୟନ୍ତ୍ରଣ ପ୍ରଦାନ କରିଥାଏ
  • ପ୍ରଥମ ଦିନରୁ କଠିନ ବାଳୁଙ୍ଗା ଉପରେ ଉତ୍କୃଷ୍ଟ ନିୟନ୍ତ୍ରଣ
  • ଏକାଧିକ ଥର ସ୍ପ୍ରେ କରିବାର ଆବଶ୍ୟକତା ନଥିବା କାରଣରୁ ମୂଲିଆ ମଜୁରୀ ଉପରେ କମ୍ ଖର୍ଚ୍ଚ ହୋ‍ଇଥାଏ
  • ବାଳୁଙ୍ଗା ଉପରେ ଦୀର୍ଘକାଳୀନ ନିୟନ୍ତ୍ରଣ
  • ପ୍ରଥମରୁ ହିଁ ଫସଲ ପାଇଁ ସମ୍ପୂର୍ଣ୍ଣ ପୋଷଣ

ସକ୍ରିୟ ଉପାଦାନ

  • ସଲଫେଣ୍ଟ୍ରାଜୋନ୍
  • କ୍ଲୋମାଜୋନ୍

ଲେବଲ୍ ଏବଂ ଏସ୍‌ଡିଏସ୍

2 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଅଥରିଟି® ଏନଏକ୍ସଟି ତୃଣନାଶକ ହେଉଛି ଏକ ତୃଣନାଶକ, ଯାହା ଆଖୁ ଓ ସୋୟାବିନ୍ ଫସଲ କ୍ଷେତ୍ରରେ ଚଉଡା ପତ୍ର ଓ ବାଳୁଙ୍ଗା ଉତ୍ପନ୍ନ ହେବା ପୂର୍ବରୁ ହିଁ ଏହା ଉପରେ ବ୍ୟାପକ ଭାବରେ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଏହା ସଲ୍ଫେନଟ୍ରାଜୋନ୍ ଓ କ୍ଲୋମାଜୋନ୍ ମିଶାଇ ତିଆରି ହୋଇଛି। ସଲ୍ଫେନଟ୍ରାଜୋନ୍ ଏକ ଏରିଲ୍ ଟ୍ରାୟାଜୋଲିନ୍ ତୃଣନାଶକ ହୋଇଥିବା ବେଳେ କ୍ଲୋମାଜୋନ୍ ଏକ ଆଇସୋକ୍ସାଜୋଲିଡିନୋନ୍ ତୃଣନାଶକ। ଅଥରିଟି® ଏନଏକ୍ସଟି ବିଶେଷ ଭାବରେ ଏହି ବାଳୁଙ୍ଗାଗୁଡିକ ପାଇଁ ବ୍ୟବହାର କରାଯାଇଥାଏ ଓ ଦୁଇ ଗୁଣ ପ୍ରଭାବ ସହିତ ସଠିକ୍ ପଦ୍ଧତି ଅନୁସାରେ କାମ କରିଥାଏ। ଅନ୍ୟ ତୃଣନାଶକ ଔଷଧ ସହିତ ବ୍ୟବହାର କରାଯିବା ସମୟରେ ଏହା ପରସ୍ପର ଉପରେ କୌଣସି ପ୍ରଭାବ ପକାଇନଥାଏ।

ଲେବଲ୍ ଏବଂ ଏସ୍‌ଡିଏସ୍

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ସୋୟାବିନ୍
  • ଆଖୁ