Skip to main content
Current location
23917
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ହୋକୁସିଆ® କବକନାଶକ

ନୂତନ କାର୍ଯ୍ୟ ପଦ୍ଧତି ଓ ନୂତନ ରସାୟନ ବିଜ୍ଞାନ ସହିତ ହୋକୁସିଆ® ହେଉଛି ସର୍ବୋତ୍ତମ କବକନାଶକ, ଯାହା ଆଳୁ ଫସଲରେ ଲେଟ୍‍ ବ୍ଲାଇଟ୍‍ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ପୂର୍ବ ପ୍ରସ୍ତୁତି ଅପେକ୍ଷା ଏଥିରେ କାର୍ଯ୍ୟ ପଦ୍ଧତିରେ ଉତ୍ତମ ରସାୟନ ବିଜ୍ଞାନ ରହିଛି ଯାହା ଲେଟ୍‍ ବ୍ଲାଇଟ୍‍ କୁ ଭଲଭାବେ ପ୍ରତିରୋଧ କରିଥିଲା।



ହୋକୁସିଆ® ପ୍ରୋଫାଇଲାକ୍ଟିକ୍ ଓ ପ୍ରାରମ୍ଭିକ ଚିକିତ୍ସା ପ୍ରୟୋଗ ପାଇଁ ସର୍ବୋତ୍ତମ ଅଟେ ଓ ଏହା ଉପକାରୀ କୀଟ ଓ ପରଜୀବୀଙ୍କ ପାଇଁ କ୍ଷତିକାରକ ନୁହେଁ।

ସଂକ୍ଷିପ୍ତ ସୂଚନା

• ଏହା ଏକ ଆଧୁନିକ କବକନାଶକ ଯେଉଁଥିରେ ଏକ ନିଆରା ସକ୍ରିୟ ଉପାଦାନ ଫ୍ଲୋପିକୋଲାଇଡ୍ ସହିତ ପ୍ରୋପାମୋକାର୍ବ ହାଇଡ୍ରୋକ୍ଲୋରାଇଡ୍ ରହିଛି

• ଏହା ପତ୍ର, ଡାଳ ଓ କାଣ୍ଡ ଉପରେ ସମ୍ପୂର୍ଣ୍ଣ ଓ ସମାନ ଭାବରେ ବିସ୍ତାରିତ ହୁଏ

•ଦୃଢ ପ୍ରତିରକ୍ଷା ପରିଚାଳନା ହେତୁ ଏହା ଦୀର୍ଘକାଳୀନ ଫଳାଫଳ ପ୍ରଦର୍ଶନ କରିଥାଏ

•ତାପମାତ୍ରା ଉପରେ ଗୁରୁତ୍ୱ ନ ଦେଇ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଗର ବିସ୍ତାରକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରେ

ସକ୍ରିୟ ଉପାଦାନ

  • ଫ୍ଲୁଓପିକୋଲାଇଡ୍ 5.56% ଡବ୍ଲ୍ୟୁ/ଡବ୍ଲ୍ୟୁ + ପ୍ରୋପାମୋକାର୍ବ ହାଇଡ୍ରୋକ୍ଲୋରାଇଡ୍ 55.6% ଡବ୍ଲ୍ୟୁ/ଡବ୍ଲ୍ୟୁ ଏସସି

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ହୋକୁସିଆ® ଲେଟ୍‍ ବ୍ଲାଇଟ୍ ବିସ୍ତାରକୁ ନିୟନ୍ତ୍ରଣ କରେ ଓ ଉପସ୍ଥିତ ଥିବା ସଂକ୍ରମଣକୁ ଦୂର କରେ। ଏହା ସଂକ୍ରମଣର 5ଟି ଯାକ ପର୍ଯ୍ୟାୟରେ କାମ କରେ ଓ କବକ ର ସେକ୍ସୁଆଲ୍‍ ଓ ଆସେକ୍ସୁଆଲ୍‍ ପ୍ରଜନନକୁ ନିୟନ୍ତ୍ରଣ କରେ। ଏହି ଅଣୁଟି ବର୍ଷା ଜଳକୁ ସହ୍ୟ କରିପାରେ ଓ ମେଘୁଆ ପାଣିପାଗରେ ସର୍ବୋତ୍ତମ ଫଳାଫଳ ଦେଇପାରେ। ଏହା ଉଦ୍ଭିଦର ନୂତନ ଅଭିବୃଦ୍ଧିରେ ସୁରକ୍ଷା ଯୋଡି ଦୀର୍ଘକାଳୀନ ନିୟନ୍ତ୍ରଣକୁ ସୁନିଶ୍ଚିତ କରିଥାଏ। ହୋକୁସିଆ® ପ୍ରୋଫାଇଲାକ୍ଟିକ୍ ଓ ପ୍ରାରମ୍ଭିକ ଚିକିତ୍ସା ପ୍ରୟୋଗ ପାଇଁ ସର୍ବୋତ୍ତମ ଅଟେ ଓ ଏହା ଉପକାରୀ କୀଟ ଓ ପରଜୀବୀ ପାଇଁ ଅପେକ୍ଷାକୃତ ସୁରକ୍ଷିତ ଅଟେ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଆଳୁ