ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
20149
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ
ଫସଲ ର ପ୍ରକାର

ଡାଲି

ଡାଲି କ୍ଷେତ୍ରରେ ଭାରତ ହେଉଛି ଦୁନିଆର ସବୁଠାରୁ ବଡ ଉତ୍ପାଦନକାରୀ, ଉପଭୋକ୍ତା ଓ ଆମଦାନୀକାରୀ . ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବା ଅଞ୍ଚଳ ମଧ୍ୟରୁ ପ୍ରାୟ ଶତକଡ଼ା 20 ଭାଗ ଅଞ୍ଚଳରେ ଡାଲି ଚାଷ ହୋଇଥାଏ ଏବଂ ଦେଶର ସମୁଦାୟ ଖାଦ୍ୟ ଉତ୍ପାଦନ ମଧ୍ୟରୁ ପ୍ରାୟ ଶତକଡ଼ା 7-10 ଭାଗ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହୋଇଥାଏ. ଯଦିଓ ଖରିଫ ଓ ରବି ଉଭୟ ଋତୁରେ ଡାଲି ଚାଷ ହୋଇଥାଏ, ତେବେ ସମୁଦାୟ ଉତ୍ପାଦନର ଶତକଡ଼ା 60 ରୁ ଅଧିକ ଭାଗ ରବି ଫସଲରୁ ମିଳିଥାଏ।

ଅନେକ ପ୍ରକାରର କୀଟକୁ ଦମନ କରୁଥିବା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବୀ ରହୁଥିବା ଏଫଏମସି କୀଟନାଶକ ଅଧିକ ଶସ୍ୟ ଅମଳରେ ସହାୟତା ପ୍ରଦାନ କରିଥାଏ. ଅନେକ ଦଶନ୍ଧି ଧରି କୃଷକମାନେ ବିଭିନ୍ନ ପ୍ରକାରର କୀଟ ନିୟନ୍ତ୍ରଣ ପାଇଁ ଏବଂ ଫସଲର ସୁରକ୍ଷା ପାଇଁ ଆମର ଅନେକ ଉତ୍ପାଦ ବ୍ୟବହାର କରିଆସୁଛନ୍ତି ଏବଂ ଯାହାର ଫଳସ୍ୱରୂପ ଅଧିକ ଶସ୍ୟ ଅମଳ ଏବଂ ଲାଭ ପାଇପାରୁଛନ୍ତି।

ସମ୍ବନ୍ଧିତ ଉତ୍ପାଦ

ଏହି ଫସଲ ପାଇଁ ଉତ୍ପାଦର ବ୍ୟବହାର ବିଧି ଜାଣିବା ପାଇଁ କୌଣସି ଏକ ଉତ୍ପାଦ ଚୟନ କରନ୍ତୁ।

ଫିଲ୍ଟର
ବ୍ରାଣ୍ଡ
1 ମଧ୍ୟରୁ 1-1 ଫଳାଫଳ ପ୍ରଦର୍ଶିତ ହେଉଛି