ସଂକ୍ଷିପ୍ତ ସୂଚନା
- ଫ୍ୟୁରାଷ୍ଟାର® ଫସଲ ପୋଷଣ ଫୁଲର ମାତ୍ରାରେ ବୃଦ୍ଧି କରିଥାଏ ଓ ଫୁଲ ଝରିପଡିବାକୁ କମ୍ କରିଥାଏ। ଏହାଦ୍ୱାରା ମଧ୍ୟ ଉତ୍କୃଷ୍ଟ ଧରଣର ଫୁଲ ଓ ଫଳ ହୋଇଥାଏ
- ଫ୍ୟୁରାଷ୍ଟାର® ଫସଲ ପୋଷଣ ଉତ୍ପାଦର ଗୁଣବତ୍ତା ରେ ଉନ୍ନତି ଆଣିଥାଏ ଓ ଅଧିକ ଅମଳ ପାଇଁ ସାହାଯ୍ୟ କରିଥାଏ
ସହାୟକ ଡକୁମେଣ୍ଟ
ଦେଖନ୍ତୁ
ଉତ୍ପାଦର ସଂକ୍ଷିପ୍ତ ବିବରଣୀ
ଯେ କୌଣସି ଫସଲ ର ଜୀବନଚକ୍ର ମଧ୍ୟରେ ଫୁଲ ଏବଂ ଫଳ ହେବା ଏକ ଜରୁରୀ ପର୍ଯ୍ୟାୟ। ତିନି ଗୁଣ ଅଧିକ ଶକ୍ତି ସୂତ୍ର ସହିତ ଫ୍ୟୁରାଷ୍ଟାର® ଫସଲ ପୋଷଣ ଚାରା ବଡ ହେବା ଏବଂ ଅଭିବୃଦ୍ଧିରେ ସାହାଯ୍ୟ କରେ। ଫୋଲିଆର ସେଗମେଣ୍ଟରେ ଅଲ୍ଟ୍ରା ଡୋଜ୍ ସହିତ ଫ୍ୟୁରାଷ୍ଟାର® ଫସଲ ପୋଷଣ ହେଉଛି ଏକ ନିଆରା ବାୟୋ-ଷ୍ଟିମୁଲାଣ୍ଟ। ଫ୍ୟୁରାଷ୍ଟାର® ଫସଲ ପୋଷଣ ଅଧିକାଂଶ ଫସଲରେ ମାଟିର ସ୍ୱାସ୍ଥ୍ୟ ଏବଂ ମୂଳ ର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ।
ଫସଲ
ଧାନ
ଗହମ
ସେଓ
ସୋୟାବିନ୍
ଚିନାବାଦାମ
ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।
ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।
ସଂପୂର୍ଣ୍ଣ ଫସଲ ତାଲିକା
- ଧାନ
- ଗହମ
- ସେଓ
- ସୋୟାବିନ୍
- ଚିନାବାଦାମ