ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଫ୍ୟୁରାଷ୍ଟାର® ଫସଲ ପୋଷଣ

ଫ୍ୟୁରାଷ୍ଟାର® ଫସଲ ପୋଷଣରେ ଇମ୍ପୋର୍ଟେଡ୍‍ ଆସ୍କୋଫିଲମ୍ ନୋଡୋସମ୍‍ ବହୁ ମାତ୍ରାରେ ଭରି ରହିଥାଏ ଏବଂ ଏଥିରେ ମଧ୍ୟ ଫୋଲିକ୍ ଏସିଡ୍ ରହିଥାଏ। ଫ୍ୟୁରାଷ୍ଟାର® ଫସଲ ପୋଷଣ ରେ ବହୁ ମାତ୍ରାରେ ଫର୍ମୁଲେସନ୍‍ ଭରି ରହିଥାଏ ଯାହା ସହଜରେ ଜଳରେ ଦ୍ରବୀଭୂତ ହୋ‍ଇଥାଏ।

ସଂକ୍ଷିପ୍ତ ସୂଚନା

  • ଫ୍ୟୁରାଷ୍ଟାର® ଫସଲ ପୋଷଣ ଫୁଲର ମାତ୍ରାରେ ବୃଦ୍ଧି କରିଥାଏ ଓ ଫୁଲ ଝରିପଡିବାକୁ କମ୍‍ କରିଥାଏ। ଏହାଦ୍ୱାରା ମଧ୍ୟ ଉତ୍କୃଷ୍ଟ ଧରଣର ଫୁଲ ଓ ଫଳ ହୋ‍ଇଥାଏ
  • ଫ୍ୟୁରାଷ୍ଟାର® ଫସଲ ପୋଷଣ ଉତ୍ପାଦର ଗୁଣବତ୍ତା ରେ ଉନ୍ନତି ଆଣିଥାଏ ଓ ଅଧିକ ଅମଳ ପାଇଁ ସାହାଯ୍ୟ କରିଥାଏ

ସକ୍ରିୟ ଉପାଦାନ

  • 35% ଆସ୍କୋଫିଲମ୍ ନୋଡୋସମ୍
  • 2% ଫୋଲିକ୍ ଏସିଡ୍

ଲେବଲ୍ ଏବଂ ଏସ୍‌ଡିଏସ୍

2 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଯେ କୌଣସି ଫସଲ ର ଜୀବନଚକ୍ର ମଧ୍ୟରେ ଫୁଲ ଏବଂ ଫଳ ହେବା ଏକ ଜରୁରୀ ପର୍ଯ୍ୟାୟ। ତିନି ଗୁଣ ଅଧିକ ଶକ୍ତି ସୂତ୍ର ସହିତ ଫ୍ୟୁରାଷ୍ଟାର® ଫସଲ ପୋଷଣ ଚାରା ବଡ ହେବା ଏବଂ ଅଭିବୃଦ୍ଧିରେ ସାହାଯ୍ୟ କରେ। ଫୋଲିଆର ସେଗମେଣ୍ଟରେ ଅଲ୍ଟ୍ରା ଡୋଜ୍‍ ସହିତ ଫ୍ୟୁରାଷ୍ଟାର® ଫସଲ ପୋଷଣ ହେଉଛି ଏକ ନିଆରା ବାୟୋ-ଷ୍ଟିମୁଲାଣ୍ଟ। ଫ୍ୟୁରାଷ୍ଟାର® ଫସଲ ପୋଷଣ ଅଧିକାଂଶ ଫସଲରେ ମାଟିର ସ୍ୱାସ୍ଥ୍ୟ ଏବଂ ମୂଳ ର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ।

ଲେବଲ୍ ଏବଂ ଏସ୍‌ଡିଏସ୍

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • ଗହମ
  • ସେଓ
  • ସୋୟାବିନ୍
  • ଚିନାବାଦାମ