ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
D02
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଆମର ମୌଳିକ ମୂଲ୍ୟବୋଧ କେବଳ ଏଫଏମସି ର ଅନନ୍ୟ ସଂସ୍କୃତିକୁ ନିର୍ଦ୍ଧାରିତ କରେ ନାହିଁ, ବରଂ ସମସ୍ତ ଆଚରଣ କୁ ମଧ୍ୟ ପ୍ରତିଫଳିତ କରେ ଯାହା ଆଜି ଆମ କମ୍ପାନୀକୁ ପରିଭାଷିତ କରୁଛି. ଏହି ଛଅଟି ମୌଳିକ ମୂଲ୍ୟବୋଧ ଆମେ କିଏ ଓ ଆମେ କିପରି ବ୍ୟବସାୟ କରୁ ତାହା ବ୍ୟାଖ୍ୟା କରିଥାଏ. ସାମଗ୍ରିକ ଭାବରେ, ଏହି ମୂଲ୍ୟବୋଧ ହିଁ ଆମକୁ ବ୍ୟକ୍ତିବିଶେଷ ଭାବରେ ତଥା ସମଗ୍ର ବିଶ୍ୱରେ ଏକ ଦଳ ଭାବରେ ମାର୍ଗଦର୍ଶନ କରିଥାଏ. ଏହା ହିଁ ଏଫଏମସି କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ ଓ ଏକ କମ୍ପାନୀ ଭାବରେ ଆମର ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ସ୍ଥିରତା ପାଇଁ ଏହା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଅଟେ।

ଗ୍ରାହକ କେନ୍ଦ୍ରିତଚଞ୍ଚଳତା

ସ୍ଥାୟୀତ୍ୱଲୋକମାନଙ୍କ ପାଇଁ ସମ୍ମାନ

ସୁରକ୍ଷାଏକତା