ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଫୁରାଗ୍ରୋ® ଲିଜେଣ୍ଡ ବାୟୋ ସଲ୍ୟୁସନ୍ସ

ଲିଜେଣ୍ଡ® ବାୟୋ ସଲ୍ୟୁସନ୍ସ ରେ ପୋଟାଶ୍‍ ବ୍ୟତୀତ ସଲ୍ଫର୍ ଏବଂ ଜୈବ ସକ୍ରିୟ ଅଣୁ ଭରି ରହିଥାଏ। ଏହା ଏକ ଜୈବିକ ପୋଟାଶ୍ ଥିବା ପାଉଡର୍ ଫର୍ମୁଲେସନ୍ ଯାହା ଜିନ୍ ଗୁଡ଼ିକୁ ସକ୍ରିୟ ଓ ମୁକ୍ତ କରିବାରେ ସାହାଯ୍ୟ କରିଥାଏ କାରଣ ଏହା ସର୍ଜ ଟେକ୍ନୋଲୋଜି (ଜିନ୍ ଏକ୍ସପ୍ରେସନ୍ ର ଚୟନୀତ ଅପରେଗୁଲେସନ୍) ଉପରେ ଆଧାରିତ ହୋ‍ଇଥାଏ। ଫୁରାଗ୍ରୋ® ବାୟୋ ସଲ୍ୟୁସନ୍ସ ହେଉଛି ଏକ ପ୍ରାମାଣିକୃତ ଜୈବିକ ସାର ଯାହା ଫସଲ ର ସମଗ୍ର ଗୁଣବତ୍ତାକୁ ଉନ୍ନତ କରିବାରେ ଓ ଅଧିକ ଅମଳ ଦେବାରେ ସାହାଯ୍ୟ କରିଥାଏ।

ସଂକ୍ଷିପ୍ତ ସୂଚନା

  • ଫୁରାଗ୍ରୋ® ଲିଜେଣ୍ଡ ବାୟୋ ସଲ୍ୟୁସନ୍ସ ଚାରାଗୁଡିକୁ ଜୈବିକ-ଉପଲବ୍ଧ ରୂପରେ ପୋଟାଶ୍ ଅବଶୋଷଣ କରିବାରେ ସାହାଯ୍ୟ କରେ ଏବଂ ଶସ୍ୟରୁ ଭଲ ଫୁଲ ଏବଂ ଫଳ ହେବା ସୁନିଶ୍ଚିତ କରିଥାଏ।
  • ଫୁରାଗ୍ରୋ® ଲିଜେଣ୍ଡ ବାୟୋ ସଲ୍ୟୁସନ୍ସ ଚାରାରେ ହରମୋନ୍ ଜନିତ ଗତିବିଧିରେ ବୃଦ୍ଧି କରିଥାଏ ଏବଂ ଫଳର ଆକୃତି, ଆକାର, ଚମକ ଏବଂ ରଙ୍ଗ ରେ ଉନ୍ନତି ଆଣିଥାଏ।
  • ଏହା ଚାରାଗୁଡିକରେ ହେଉଥିବା ଅଜୈବିକ ଚାପକୁ କମ୍‍ କରିବାରେ ସାହାଯ୍ୟ କରେ
  • ଏହା ଏକ କମ୍ ମାତ୍ରା ର ଉଚ୍ଚ ପ୍ରଭାବୀ ପ୍ରସ୍ତୁତି

ସକ୍ରିୟ ଉପାଦାନ

  • 20% ଜୈବିକ ପୋଟାଶ୍
  • 1.5% ସଲଫର୍

ଲେବଲ୍ ଏବଂ ଏସ୍‌ଡିଏସ୍

2 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଗୁଣବତ୍ତା ଓ ଉତ୍ପାଦନ ହେଉଛି ଦୁଇଟି ମୁଖ୍ୟ ମାନଦଣ୍ଡ ଯାହା କୃଷକମାନଙ୍କୁ ଅଧିକ ଲାଭ ପାଇବାରେ ସାହାଯ୍ୟ କରିଥାଏ. ଫୁରାଗ୍ରୋ® ଲିଜେଣ୍ଡ ବାୟୋ ସଲ୍ୟୁସନ୍ ହେଉଛି ଏକ ସ୍ଵତନ୍ତ୍ର ବାୟୋସଲ୍ୟୁସନ୍ ଯେଉଁଥିରେ ଅର୍ଗାନିକ୍ ସାର୍ଟିଫିକେସନ୍ ସହିତ ପ୍ରମୁଖ ବିଶ୍ୱବିଦ୍ୟାଳୟ ଟ୍ରାଏଲ୍ ଡାଟା ରହିଛି. ଫୁରାଗ୍ରୋ® ଲିଜେଣ୍ଡ ବାୟୋ ସଲ୍ୟୁସନ୍ ହେଉଛି ଏକ ଉଚ୍ଚ ମାନର ପେଟେଣ୍ଟ ପ୍ରାପ୍ତ ଫର୍ମୁଲେସନ୍ ଯେଉଁଥିରେ ଜୈବିକ ଉପଲବ୍ଧ ରୂପରେ ଜୈବିକ ପୋଟାଶ୍ ରହିଛି. ଏହା ଅଧିକାଂଶ ଫସଲରେ ଅଧିକ ଫଳ ହେବାରେ ଓ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ।

ଲେବଲ୍ ଏବଂ ଏସ୍‌ଡିଏସ୍

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • ଲଙ୍କା
  • ଟମାଟୋ
  • ଆଳୁ
  • ବାଇଗଣ
  • ଚିନାବାଦାମ