ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
43215
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଅଥରିଟି® ତୃଣନାଶକ

ଅଥରିଟି® ତୃଣନାଶକ ଘାସ ଉଠିବା ପୂର୍ବରୁ ହିଁ ବ୍ୟାପକ ଭାବରେ ନିୟନ୍ତ୍ରଣ ପ୍ରଦାନ କରେ ଏବଂ ସୋୟାବିନ୍ ଉତ୍ପାଦନକାରୀଙ୍କ ପାଇଁ ସବୁଠାରୁ ଭରସାଯୋଗ୍ୟ ଉତ୍ପାଦ। ସର୍ବୋତ୍ତମ ଶ୍ରେଣୀ ର ପିପିଓ ଯୁକ୍ତ କାର୍ଯ୍ୟପଦ୍ଧତି ଫଳରେ ଅଥରିଟି ® ତୃଣନାଶକ ଏକ ବିଶ୍ୱସ୍ତରୀୟ ଉତ୍ପାଦ ଭାବରେ ପରିଗଣିତ ହୋଇଥାଏ।

ସଂକ୍ଷିପ୍ତ ସୂଚନା

  • ଏପରିକି ସବୁଠାରୁ ଅଧିକ ପ୍ରତିରୋଧୀ ଓ ମାରିବାକୁ କଷ୍ଟ ହେଉଥିବା ବାଳୁଙ୍ଗାକୁ ମଧ୍ୟ ମାରିଦିଏ
  • ପ୍ରାରମ୍ଭିକ ସ୍ତରରୁ ହିଁ ଫସଲ ଏବଂ ବାଳୁଙ୍ଗା ମଧ୍ୟରେ ପ୍ରତିଯୋଗିତାକୁ ଦୂର କରିଥାଏ
  • ବାଳୁଙ୍ଗା ଉପରେ ଅଧିକ ସମୟ ପାଇଁ ନିୟନ୍ତ୍ରଣ
  • ସେହି ସମୟରେ ରହିଥିବା କୌଣସି ଫସଲ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ

ସକ୍ରିୟ ଉପାଦାନ

  • ସଲଫେଣ୍ଟ୍ରାଜୋନ୍

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଅଥରିଟି® ତୃଣନାଶକ ହେଉଛି ଘାସ ଉଠିବା ପୂର୍ବରୁ ହିଁ ବ୍ୟାପକ ଭାବରେ କାର୍ଯ୍ୟ କରୁଥିବା ତୃଣନାଶକ ଯାହା ସୋୟାବିନ୍ ଫସଲ ପାଇଁ ଅଧିକ ମାତ୍ରାରେ ବାଳୁଙ୍ଗା ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ. ଏହା ଆକାଲିଫା ଏସପିପି, କମେଲିନା ଏସପିପି., ଡିଜେରା ଏସପିପି., ଇଚିନୋକ୍ଲୋଆ ଏସପିପି କୁ ଅନ୍ତର୍ଭୁକ୍ତ କରି ଟାଣ ଏବଂ ପ୍ରତିରୋଧୀ ବାଳୁଙ୍ଗା ଉପରେ ପ୍ରଥମରୁ ହିଁ ଅତ୍ୟଧିକ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ. ଏହା ଉତ୍ପାଦନକାରୀଙ୍କୁ ପ୍ରମୁଖ ବାଳୁଙ୍ଗା ଉପରେ ନିୟନ୍ତ୍ରଣ ପ୍ରଦାନ କରି ଉନ୍ନତ ଶାଖାପ୍ରଶାଖା ସହିତ ଏକ ସୁସ୍ଥ ଫସଲ ହେବାରେ ତଥା ଭଲ ଅମଳ ହେବାରେ ସାହାଯ୍ୟ କରିଥାଏ।

ଫସଲ

ସଂପୂର୍ଣ୍ଣ ଫସଲ ତାଲିକା

  • ସୋୟାବିନ୍
  • ଆଖୁ