ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଟୁଭେଣ୍ଟା™ କୀଟନାଶକ

ଟୁଭେଣ୍ଟା™ କୀଟନାଶକ ହେଉଛି ସସ୍ପେନସନ୍ କନସେଣ୍ଟ୍ରେଟ୍ ଆକାରରେ ଥିବା ଏକ ଆନ୍ଥ୍ରାନିଲିକ୍ ଡାଇମାଇଡ୍ ବ୍ରୋଡ୍ ସ୍ପେକ୍ଟ୍ରମ୍ କୀଟନାଶକ. ଟୁଭେଣ୍ଟା™ କୀଟନାଶକ ହେଉଛି ଏକ ବିଭେଦିତ ଉନ୍ନତ ଫର୍ମୁଲେସନ୍ ଯାହା ମୁଖ୍ୟତଃ ଏକାଧିକ ଫସଲରେ ଓଭି-ଲାର୍ଭିସାଇଡ୍ ଭାବରେ ଲେପିଡୋପ୍ଟେରାନ୍ କୀଟ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିଥାଏ. ଟୁଭେଣ୍ଟା™ କୀଟନାଶକ ରାଇନାକ୍ସିପାୟାର® ଆକ୍ଟିଭ୍ ଉପାଦାନ ଦ୍ୱାରା ସଞ୍ଚାଳିତ ଯାହାର ଏକ ଅନନ୍ୟ କାର୍ଯ୍ୟ ପଦ୍ଧତି ଅଛି. ଏହା ମଧ୍ୟ ଅଣ-ଲକ୍ଷ୍ୟସ୍ଥ ଆର୍ଥ୍ରୋପୋଡ୍ସଙ୍କ ପାଇଁ ଚୟନିତ ଓ ସୁରକ୍ଷିତ ଅଟେ ଓ ପ୍ରାକୃତିକ ପରଜୀବି, ପ୍ରିଡେଟର୍ ଓ ପଲିନେଟର୍ ଗୁଡ଼ିକୁ ସଂରକ୍ଷଣ କରିଥାଏ. ଏହି ଗୁଣଗୁଡ଼ିକ ଟୁଭେଣ୍ଟା™ କୀଟନାଶକକୁ ଏକୀକୃତ କୀଟ ପରିଚାଳନା (ଆଇପିଏମ) ପ୍ରୋଗ୍ରାମ ପାଇଁ ଏକ ଉତ୍କୃଷ୍ଟ ସାଧନ କରିଥାଏ ଓ ଉତ୍ପାଦକମାନଙ୍କୁ କୀଟ ପରିଚାଳନାରେ ଅଧିକ ସୁବିଧା ପ୍ରଦାନ କରିଥାଏ, ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଉତ୍ପାଦ ପ୍ରଦାନ କରିବା ଯାହା ଖାଦ୍ୟର ଖୁଚୁରା ବ୍ୟବସାୟୀ ଏବଂ ଉପଭୋକ୍ତାମାନଙ୍କର ଚାହିଦା ପୂରଣ କରିଥାଏ।

ସଂକ୍ଷିପ୍ତ ସୂଚନା

  • ଉଚ୍ଚ ମାନ ଓ ଶୁଦ୍ଧତା ସହିତ ବିଭେଦିତ ଉନ୍ନତ ସାନ୍ଧ୍ରତା।
  • ଏହା କମ୍ ଡୋଜ୍ ସହିତ ଏକାଧିକ କୋପ୍ସରେ ଲେପିଡୋପ୍ଟେରାନ୍ କୀଟଙ୍କ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିଥାଏ।
  • ଫସଲଗୁଡ଼ିକୁ ଅମଳର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ସକ୍ଷମ କରିବା।
  • ଏହା ରାଇନାକ୍ସିପାୟାର® ସଞ୍ଚାଳିତ ଯାହା ଉପରେ ଅନେକ କୃଷକଙ୍କର ଭରସା ଓ ଅନୁଭବ ରହିଛି।

ସକ୍ରିୟ ଉପାଦାନ

  • କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ 47.85% ଡବ୍ଲ୍ୟୁ/ଡବ୍ଲ୍ୟୁ ଏସସି

ଲେବଲ୍ ଏବଂ ଏସ୍‌ଡିଏସ୍

5 ଲେବଲ୍ ଉପଲବ୍ଧ

ସହାୟକ ଡକୁମେଣ୍ଟ

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଟୁଭେଣ୍ଟା™ କୀଟନାଶକ ହେଉଛି ବିଭେଦିତ ଉନ୍ନତ ସାନ୍ଧ୍ରତା ଯାହା ରାଇନାକ୍ସିପାୟାର® ଆକ୍ଟିଭ୍ ଦ୍ୱାରା ସଞ୍ଚାଳିତ ହୋ‍ଇଥାଏ. ଏହା ଏକ ଗ୍ରୁପ୍ 28 ଆକ୍ସନ୍ କୀଟନାଶକ ଯାହା ଲକ୍ଷ୍ୟସ୍ଥ କୀଟମାନଙ୍କ ଠାରୁ ଉତ୍ତମ ସୁରକ୍ଷା ପ୍ରଦାନ କରିଥାଏ. ଏହି ଅଗ୍ରଣୀ ଟେକ୍ନୋଲୋଜି ସମସ୍ତ ଆର୍ଥିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଲେପିଡୋପ୍ଟେରା କୀଟକୁ ନିୟନ୍ତ୍ରଣ କରିଥାଏ. ଏହି ସ୍ଵତନ୍ତ୍ର ପ୍ରସ୍ତୁତି ଦ୍ରୁତ କାର୍ଯ୍ୟକଳାପ, ଉଚ୍ଚ କୀଟନାଶକ କ୍ଷମତା, ଦୀର୍ଘକାଳୀନ ନିୟନ୍ତ୍ରଣ ଏବଂ ଫସଲ ଓ ଲକ୍ଷ୍ୟସ୍ଥ ନଥିବା ଜୀବକୁ ଯଥେଷ୍ଟ ସୁରକ୍ଷା ପ୍ରଦାନ କରିଥାଏ. ମୁଖ୍ୟତଃ ଅନ୍ତର୍ଗ୍ରହଣ ମାଧ୍ୟମରେ କାର୍ଯ୍ୟ କରୁଥିବା, ଟୁଭେଣ୍ଟା™ କୀଟନାଶକ ଅପରିପକ୍ୱତା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟାୟ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ କୀଟ ପରିଚାଳନା କରିଥାଏ, ଯାହାଫଳରେ ଫସଲକୁ ଉତ୍ତମ ଓ ଦୀର୍ଘସ୍ଥାୟୀ ସୁରକ୍ଷା ମିଳିଥାଏ. ସମ୍ପର୍କରେ ଆସିଥିବା କୀଟଗୁଡ଼ିକ କିଛି ମିନିଟ୍ ମଧ୍ୟରେ ଖାଇବା ବନ୍ଦ କରନ୍ତି. ବର୍ଦ୍ଧିତ ଅବଶିଷ୍ଟ କାର୍ଯ୍ୟକଳାପ ପ୍ରତିଯୋଗୀ ହୋ‍ଇଥିବା ବିକଳ୍ପ ଠାରୁ ଅଧିକ ଫସଲକୁ ସୁରକ୍ଷା ପ୍ରଦାନ କରିଥାଏ. କୃଷକମାନଙ୍କ ପାଇଁ ଉପଲବ୍ଧ ଥିବା ସମାଧାନଗୁଡ଼ିକ ମଧ୍ୟରେ ଏହା ହେଉଛି ବିଭିନ୍ନ ଫସଲ ଉପରେ ବ୍ୟାପକ ଲେବଲ୍ କ୍ଲେମ୍‍ଗୁଡିକ ମଧ୍ୟରୁ ଗୋଟିଏ. କୃଷକମାନଙ୍କ ପାଇଁ ସେମାନଙ୍କର ଫସଲର ଉତ୍ତମ ସୁରକ୍ଷା ପାଇଁ ଭରସା କରିବା ଏବଂ ଅଧିକ ଅମଳ ପାଇବା ପାଇଁ ଏହା ସର୍ବୋତ୍ତମ ବିକଳ୍ପ ହୋଇପାରେ।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ। 

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଆଖୁ
  • ଧାନ
  • ସୋୟାବିନ୍
  • ମକା
  • ରେଡ ଗ୍ରାମ୍
  • ଚିନାବାଦାମ
  • କପା
  • ଟମାଟୋ
  • ଲଙ୍କା
  • ମୁଗ
  • ଚଣା