ମୁଖ୍ୟ କଣ୍ଟେଣ୍ଟ କୁ ଯାଆନ୍ତୁ
ବର୍ତ୍ତମାନର ଲୋକେସନ
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଗିଲାର୍ଡୋ® ତୃଣନାଶକ

ବର୍ଷକୁ ବର୍ଷ ମକା ଏକର ବଢିବା ସହିତ, ବାଳୁଙ୍ଗା ନିୟନ୍ତ୍ରଣ କରିବା ଭାରତୀୟ ଚାଷୀଙ୍କ ପାଇଁ ଏକ କଠିନ ଆହ୍ୱାନ ହୋ‍ଇଯାଉଛି । ଗିଲାର୍ଡୋ ® ତୃଣନାଶକ ବ୍ୟାପକ ସ୍ପେକ୍ଟ୍ରମ୍ ନିୟନ୍ତ୍ରଣ ପ୍ରଦାନ କରିଥାଏ ଯାହା ସାହାଯ୍ୟରେ କୃଷକମାନେ ମକା ଫସଲରେ ଓସାରିଆ ପତ୍ର ଏବଂ ସଂକୀର୍ଣ୍ଣ ପତ୍ର ବିଶିଷ୍ଟ ବାଳୁଙ୍ଗାକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିପାରିବେ।

ସଂକ୍ଷିପ୍ତ ସୂଚନା

  • ମକା ପାଇଁ ସୁରକ୍ଷିତ ଏବଂ ବାଳୁଙ୍ଗା ଉପରେ ପ୍ରଭାବୀ
  • ଗିଲାର୍ଡୋ ® ବ୍ୟବହାର ଫଳରେ ଫସଲ ଓ ବାଳୁଙ୍ଗା ମଧ୍ୟରେ ପୋଷଣକୁ ନେଇ କମ୍‍ ପ୍ରତିଯୋଗିତା ହେବ। ପରିଣାମସ୍ୱରୂପ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଫସଲ ଓ ଅମଳ ମିଳିପାରିବ
  • ବାଳୁଙ୍ଗା ପରିଚାଳନାରେ କମ୍‍ ହସ୍ତକ୍ଷେପ ଆବଶ୍ୟକ ହୁଏ, ଯାହାଫଳରେ କମ୍‍ ସଂଖ୍ୟକ ଶ୍ରମିକ ଆବଶ୍ୟକ ହୁଅନ୍ତି
  • ଏହାର ଫସଲ ସୁରକ୍ଷା କ୍ଷେତ୍ରରେ ବହୁତ ଭଲ ପ୍ରଭାବ ଅଛି - ପରବର୍ତ୍ତୀ ଫସଲ ପାଇଁ ସୁରକ୍ଷିତ ରହିଥାଏ
  • 2 ଘଣ୍ଟା ପର୍ଯ୍ୟନ୍ତ ବର୍ଷାରେ ଧୋଇହୁଏ ନାହିଁ

ସକ୍ରିୟ ଉପାଦାନ

  • ଟୋପ୍ରାମେଜୋନ୍

ଲେବଲ୍ ଏବଂ ଏସ୍‌ଡିଏସ୍

4 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ଗିଲାର୍ଡୋ® ତୃଣନାଶକ ହେଉଛି ଏକ ପାଏରାଜୋଲୋନ୍, ଏହା ଏଚପିପିଡି ରୁ ରକ୍ଷା କରୁଥିବା ଏକ ସ୍ୱତନ୍ତ୍ର ଶ୍ରେଣୀର ବାଳୁଙ୍ଗାନାଶକ। ଏହି ଔଷଧ ଫୋଲିୟର (ପତ୍ର ଉପରେ ବ୍ୟବହାର ହୁଏ) ବିଧି ଦ୍ୱାରା ବାର୍ଷିକ ଘାସ ଓ ଚଉଡା ପତ୍ର ଥିବା ବାଳୁଙ୍ଗା ଉପରେ ବହୁତ ପ୍ରଭାବ ପକାଇଥାଏ। ଏହାର ବ୍ୟବହାର ଅର୍ଗାନୋଫସଫେଟ୍ କୀଟନାଶକ ସହିତ ସମସ୍ତ ବର୍ତ୍ତମାନର ସ୍ପ୍ରେ ବିଧିରେ ବ୍ୟବହାର କରାଯାଉଥିବା କୀଟନାଶକ ସହିତ କରାଯାଇପାରିବ। ଗିଲାର୍ଡୋ® ନରମ ଘାସ ଓ ଚଉଡା ପତ୍ର ଥିବା ବାଳୁଙ୍ଗା ଉପରେ ବହୁତ ଶୀଘ୍ର କାମ କରିଥାଏ। ଏହା କାମ କରିବାର ଏକ ଅଲଗା ପ୍ରକ୍ରିୟା ରହିଛି। ଏହା ମୂଳ ମାଧ୍ୟମରେ ଦିଆଯାଇଥାଏ, ଯାହାଫଳରେ ଏହା ବ୍ୟବସ୍ଥିତ ଭାବରେ ଗଛର ଆବଶ୍ୟକ ଶୁଟ୍ ମେରିଷ୍ଟେମ୍ ରେ ପହଞ୍ଚିଥାଏ। ଏହି କାରଣରୁ, କ୍ଲୋରୋଫିଲ୍ ହ୍ରାସ ପାଏ ଓ ଏହାଦ୍ୱାରା ବାଳୁଙ୍ଗାରେ ଧଳା ପଡିଯିବା ବା "ବ୍ଲିଚିଙ୍ଗ" ପ୍ରଭାବ ଦେଖାଯାଇପାରେ। ଗିଲାର୍ଡୋ® ସବୁ ଫସଲ ପାଇଁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ହୋଇଥାଏ ଓ ବିଶେଷ ଭାବରେ କୌଣସି ପ୍ରକାରର ମକା (ପପକର୍ନ, ସିଡ୍ କର୍ନ ଓ ସୁଇଟ୍ କର୍ନ) ଉପରେ ବ୍ୟବହାର କରିବା ପାଇଁ ସୁରକ୍ଷିତ ରହିଥାଏ। ବିସ୍ତୃତ ଭାବରେ ବ୍ୟବହାର କରାଯିବା ଫଳରେ ବ୍ୟବହାରକାରୀମାନେ ଏହା ସହଜରେ ବ୍ୟବହାର କରିପାରନ୍ତି।

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ମକା