ସଂକ୍ଷିପ୍ତ ସୂଚନା
- କବକ ବିରୁଦ୍ଧରେ ଉତ୍କୃଷ୍ଟ ପ୍ରତିରକ୍ଷାମୂଳକ କାର୍ଯ୍ୟକଳାପ ସହିତ କାର୍ଯ୍ୟ ଅଣୁ ଗୁଡ଼ିକର ଦୁଇଟି ପୃଥକ୍ ଆଧୁନିକ ପଦ୍ଧତିର ମିଶ୍ରଣ
- ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ଟେକ୍ନୋଲୋଜି କବକ ମାନଙ୍କର ଶ୍ୱାସକ୍ରିୟା ଚକ୍ରକୁ ବ୍ୟାହତ କରେ ଏବଂ ଟେବୁକୋନାଜୋଲ୍ ଫଙ୍ଗଲ୍ କୋଷ ପ୍ରାଚୀର ନିର୍ମାଣ ପ୍ରକ୍ରିୟାକୁ ବ୍ୟାହତ କରେ
- ଗେଜେକୋ® କବକନାଶକ ଫସଲ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ ଭଲ ସବୁଜ ପ୍ରଭାବ ସହିତ ଫସଲ ଅମଳ କୁ ଅନୁକୂଳ କରେ ଏବଂ ଉଚ୍ଚ ଗୁଣବତ୍ତା ପାଇଁ ଏକ ଉତ୍ତମ ପରିପାର୍ଶ୍ୱ ଯୋଗାଏ
- ମେସୋଷ୍ଟେମିକ୍ କ୍ରିୟା (ଉନ୍ନତ ପ୍ରବେଶ ଏବଂ ପୁନଃ ବିତରଣ) ପ୍ରଦର୍ଶନ କରେ, ଯାହା ଅଧିକ ନିର୍ଭରଯୋଗ୍ୟ ନିୟନ୍ତ୍ରଣ କରିଥାଏ, ଅଧିକ ପରିମାଣର ଉତ୍ପାଦନ ପ୍ରଦାନ କରିଥାଏ ଏବଂ ଉତ୍ପାଦିତ ଶସ୍ୟ ଏବଂ ଫଳର ଗୁଣକୁ ଅଧିକ ଉନ୍ନତ କରିଥାଏ
- ପ୍ରତିରକ୍ଷାମୂଳକ ବ୍ୟବହାର ସହିତ ଉତ୍କୃଷ୍ଟ ଦକ୍ଷତା ହାସଲ କରାଯାଇପାରିବ
ସହାୟକ ଡକୁମେଣ୍ଟ
ଦେଖନ୍ତୁ
ଉତ୍ପାଦର ସଂକ୍ଷିପ୍ତ ବିବରଣୀ
କୃଷକମାନେ ପ୍ରାୟତଃ ରୋଗ ସମସ୍ୟାର ଏକ ବ୍ୟାପକ, ବ୍ୟୟସାପେକ୍ଷ, ନିର୍ଭରଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ସମାଧାନ ଖୋଜନ୍ତି। ଗେଜେକୋ®କବକନାଶକ, ଏହାର ଦୁଇଟି ଅନନ୍ୟ ପଦ୍ଧତି ଓ କାର୍ଯ୍ୟକ୍ଷମ ଅଣୁଗୁଡ଼ିକର ସ୍ୱତନ୍ତ୍ର ମିଶ୍ରଣ ସହିତ ଶିଥ୍ ବ୍ଲାଇଟ୍, ଡାର୍ଟି ପାନିକଲ୍, ପାଉଡରି ମିଲଡ୍ୟୁ, ଅର୍ଲି ବ୍ଲାଇଟ୍, ଆନ୍ଥ୍ରାକନୋଜ୍, ୟେଲୋ ରଷ୍ଟ ଭଳି ପ୍ରମୁଖ ରୋଗ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ଦର୍ଶାଯାଇଛି। ଏଫଆରଏସି (3 + 11) ଗୋଷ୍ଠୀର ଅଣୁ, ଯାହା ଦୁଇଟି ଉପାୟରେ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିଥାଏ, ଧାନ, ଗହମ ଏବଂ ପ୍ରମୁଖ ଫଳ ଓ ପନିପରିବା ଫସଲରେ ଅର୍ଥନୈତିକ ବ୍ୟାଘାତ ଜନିତ ରୋଗର ଉତ୍କୃଷ୍ଟ ଏବଂ ନିର୍ଭରଯୋଗ୍ୟ ନିୟନ୍ତ୍ରଣ ପ୍ରଦାନ କରିଥାଏ। ଗେଜେକୋ®କବକନାଶକ ଉତ୍କୃଷ୍ଟ ଫସଲ ସୁରକ୍ଷା ଏବଂ ଆକାଂକ୍ଷିତ ଭୌତିକ ଲାଭ ପ୍ରଦାନ କରେ। ଫସଲ ଅମଳ ଏବଂ ଅମଳ ସରିଥିବା ଶସ୍ୟ ର ଗୁଣବତ୍ତା ଉପରେ ଉପକାରୀ ପ୍ରଭାବ ସହିତ ଦୀର୍ଘକାଳୀନ, ପାଣିପାଗ-ସଂରକ୍ଷିତ ରୋଗ ନିୟନ୍ତ୍ରଣ ପ୍ରଦାନ କରିଥାଏ।
ଫସଲ
ଧାନ
ଧାନ ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଶିଥ୍ ବ୍ଲାଇଟ୍
- ଶସ୍ୟ ମଳିନ ପଡିଯିବା (ଡାର୍ଟି ପାନିକଲ୍)
ଲଙ୍କା
ଲଙ୍କା ପାଇଁ ଲକ୍ଷିତ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ପାଉଁଶିଆ ରୋଗ (ପାଉଡରୀ ମିଲଡ୍ୟୁ)
- ପତ୍ରପୋଡ଼ା ରୋଗ (ଆନ୍ଥ୍ରାକ୍ନୋଜ୍)
- ଅଲ୍ଟରନାରିଆ ଲିଫ୍ ସ୍ପଟ୍
ଟମାଟୋ
ଟମାଟୋ ପାଇଁ ଲକ୍ଷ୍ୟ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଅର୍ଲି ବ୍ଲାଇଟ୍
ଗହମ
ଗହମ ପାଇଁ ଲକ୍ଷ୍ୟ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ପାଉଁଶିଆ ରୋଗ (ପାଉଡରୀ ମିଲଡ୍ୟୁ)
- ୟେଲୋ ରଷ୍ଟ
ସେଓ
ସେଓ ପାଇଁ ଲକ୍ଷ୍ୟ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ପାଉଁଶିଆ ରୋଗ (ପାଉଡରୀ ମିଲଡ୍ୟୁ)
- ପ୍ରି-ମାଚୁଅର୍ ପତ୍ର ଝଡ଼ା
ଚିନାବାଦାମ
ଚିନାବାଦାମ ପାଇଁ ଲକ୍ଷ୍ୟ ନିୟନ୍ତ୍ରଣ
ଏହି ଉତ୍ପାଦ ନିମ୍ନଲିଖିତ ବିପକ୍ଷରେ ପ୍ରଭାବୀ ନିୟନ୍ତ୍ରଣ ପ୍ରଦାନ କରିଥାଏ:
- ଟିକ୍କା ଲିଫ୍ ସ୍ପଟ୍
ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।
ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।
ସଂପୂର୍ଣ୍ଣ ଫସଲ ତାଲିକା
- ଧାନ
- ଲଙ୍କା
- ଟମାଟୋ
- ଗହମ
- ସେଓ
- ଚିନାବାଦାମ
- ଚା