Skip to main content
Current location
in | en
ମେନୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
କ୍ଲିକ୍ କରନ୍ତୁ ବନ୍ଦ ମେନୁ
ମୁଖ୍ୟ ବିଷୟବସ୍ତୁ ଆରମ୍ଭ କରନ୍ତୁ

ଫୁରାଗ୍ରୋ® ଜିଆର୍ ବାୟୋ ସଲ୍ୟୁସନ୍ସ

ଫୁରାଗ୍ରୋ® ଜିଆର୍‍ ବାୟୋ ସଲ୍ୟୁସନ୍ସ ହେଉଛି ଏକ ସ୍ଵତନ୍ତ୍ର ଆମିନୋ ଏସିଡ୍ ଫର୍ମୁଲେସନ୍ ଯାହାକି ହ୍ୟୁମିକ୍ ଏସିଡ୍ ସହିତ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ. ଏଥିରେ ଫଲଭିକ୍‍ ରେ ଭରପୁର ହ୍ୟୁମିକ୍ ଏସିଡ୍ ରହିଥାଏ ଯାହା ଏହାକୁ ଅଧିକ ବିଶୁଦ୍ଧ ଓ ପ୍ରଭାବୀ ବନାଇଥାଏ. ଫୁରାଗ୍ରୋ® ଜିଆର୍‍ ବାୟୋ ସଲ୍ୟୁସନ୍ସ ରେ ଅତ୍ୟନ୍ତ ସୂକ୍ଷ୍ମ କଣିକା ରହିଛି ଯାହାକି ସହଜରେ ଦ୍ରବୀଭୂତ ହୋ‍ଇଯାଏ ଓ ପାଣିରେ ଶୀଘ୍ର ମିଶିଯାଏ।

ସଂକ୍ଷିପ୍ତ ସୂଚନା

  • ଫୁରାଗ୍ରୋ® ଜିଆର୍ ବାୟୋ ସଲ୍ୟୁସନ୍ସ ଚେର ଅଭିବୃଦ୍ଧିରେ ସାହାଯ୍ୟ କରେ ଓ ମୂଳକୁ ଅଧିକ ମଜବୁତ କରିଥାଏ
  • ଏହା ମାଟିରେ ଅଧିକ ମାଇକ୍ରୋବିଆଲ୍ ଗତିବିଧି ଏବଂ ଅଧିକ ପୋଷଣ ପାଇବାରେ ସାହାଯ୍ୟ କରିଥାଏ
  • ଫୁରାଗ୍ରୋ® ଜିଆର୍ ବାୟୋ ସଲ୍ୟୁସନ୍ସ ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣାବଳୀରେ ଉନ୍ନତି ଆଣିଥାଏ ଓ ମାଟିର ଜଳ ଧାରଣ କ୍ଷମତା ମଧ୍ୟ ବଢାଇଥାଏ

ସକ୍ରିୟ ଉପାଦାନ

  • 12% ହ୍ୟୁମିକ୍ ଏସିଡ୍
  • 1% ଆମିନୋ ଏସିଡ୍

ଲେବଲ୍ ଏବଂ ଏସ୍‌ଡିଏସ୍

2 ଲେବଲ୍ ଉପଲବ୍ଧ

supporting documents

ଉତ୍ପାଦର ସଂକ୍ଷିପ୍ତ ବିବରଣୀ

ମାଟିର ସ୍ୱାସ୍ଥ୍ୟ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଫୁରାଗ୍ରୋ® ଜିଆର୍ ବାୟୋ ସଲ୍ୟୁସନ୍ସ ଉତ୍ପାଦନକାରୀଙ୍କୁ ସେମାନଙ୍କର ଫସଲର ପ୍ରକୃତ କ୍ଷମତାକୁ ଅନୁଭବ କରିବାରେ ସାହାଯ୍ୟ କରିଛି। ଏହାର ସନ୍ତୁଳିତ ଓ କ୍ଷୁଦ୍ର ଡୋଲୋମାଇଟ୍ କଣିକା ମାଟିର ଉର୍ବରତା ବଢାଇବାରେ ସାହାଯ୍ୟ କରିଥାଏ ଓ ଅଧିକାଂଶ ଫସଲ କ୍ଷେତ୍ରରେ ମାଟିର ସ୍ୱାସ୍ଥ୍ୟ ଓ ଚେର ଅଭିବୃଦ୍ଧିରେ ସହାୟକ ହୋ‍ଇଥାଏ।

ଲେବଲ୍ ଏବଂ ଏସ୍‌ଡିଏସ୍

ଫସଲ

ଫସଲଗୁଡିର ଏକ ଆନୁଷ୍ଠାନିକ ତାଲିକା, ଆବଶ୍ୟକୀୟ କୀଟନାଶକ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ, ପ୍ରତିବନ୍ଧକ ଏବଂ ସାବଧାନତା ପାଇଁ ସର୍ବଦା ଉତ୍ପାଦ ଲେବଲ୍ ଦେଖନ୍ତୁ. ଆବଶ୍ୟକୀୟ ଫଳାଫଳ ପାଇଁ, ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ଅନୁସରଣ କରନ୍ତୁ।

ଏହି ଉତ୍ପାଦର ବ୍ୟବହାର ଆମର ନିୟନ୍ତ୍ରଣ ବାହାରେ ହୋ‍ଇଥିବାରୁ, ଆମେ ଉତ୍ପାଦର ଏକକ ଗୁଣବତ୍ତା ବ୍ୟତୀତ ଅନ୍ୟ କୌଣସି ଆଶ୍ୱାସନା ଦେଇ ନ ଥାଉ।

ସଂପୂର୍ଣ୍ଣ ଫସଲ ତାଲିକା

  • ଧାନ
  • ଗହମ
  • ସେଓ
  • ସୋୟାବିନ୍
  • ଚିନାବାଦାମ